ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାସେ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଏକ ପ୍ରହସନ ନୁହେଁ କି ?

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ଫେଲ୍ ମାରିଛି ଗଜପତି ଜିଲ୍ଲା ପୁଲିସ। ଶେଷରେ ମାସେ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ତଦନ୍ତଭାର। ଆରମ୍ଭରୁ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଗ୍ରହଣ କରିପାରି ନ ଥିଲେ ସୌମ୍ୟଙ୍କ ପରିବାର ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହି ଆସୁଥିଲେ। ଜିଲ୍ଲା ପୁଲିସକୁ ମୂଳରୁ ସହଯୋଗ କରି ଆସୁଥିବା … Continue reading ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାସେ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଏକ ପ୍ରହସନ ନୁହେଁ କି ?